ରାସ୍ତା ଉପରେ ଷ୍ଟାର କଳି ଘଟଣା: ମୁହଁ ଖୋଲିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

By

Published : Jul 24, 2022, 6:49 PM IST

thumbnail
ଭୁବନେଶ୍ବର: ରାସ୍ତା ଉପରେ ଷ୍ଟାର ଦମ୍ପତ୍ତି ଘଟଣା (Babushan Marital Discord)। ବାବୁଶାନଙ୍କ ପତ୍ନୀ ତୃପ୍ତି ଶତପଥି, ପ୍ରକୃତିଙ୍କ ଉପରେ ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ପ୍ରକୃତି । ସେ କହିଛନ୍ତି ଯେ, " ମୋ ଭାଇରାଲ ଭିଡ଼ିଓର ଲୋକେ ଖୁବ ମଜା ନେଉଛନ୍ତି । ଆମେ କିଭଳି ସମାଜରେ ରହୁଛେ, ଭାବିଲେ ବେଳେବେଳେ ଆଶ୍ଚର୍ଯ୍ୟ ଲାଗୁଛି । ମୁଁ ସେଠି ଲୋକଙ୍କୁ ସାହାଯ୍ୟ ମାଗୁଥିଲି, ଲୋକ କିନ୍ତୁ ସେଲଫି ନେଉଥିଲେ । ତାଙ୍କ ଘର ଭାଙ୍ଗିସାରିଥିଲା । ନିଜ ସ୍ବାମୀଙ୍କ ବେକରେ ଶିକୁଳି ବାନ୍ଧିଦିଅ । ମୁଁ ହାର ମାନିବିନି, ଯେମିତି କାମ କରୁଥଲି ସେମିତି କରିବି ।"

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.