International Yoga Day: ମହୀଶୂରରେ ଯୋଗ କଲେ ପ୍ରଧାନମନ୍ତ୍ରୀ
🎬 Watch Now: Feature Video
ବେଙ୍ଗାଲୁରୁ: ଆଜି ସାରା ଦେଶ ପାଳୁଛି ଯୋଗ ଦିବସ । ବିଶ୍ବର ଏକ ଅମୂଲ୍ୟ ଅବଦାନ ଯୋଗ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକ ମହୀଶୂର ପ୍ୟାଲେସରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ପ୍ରାୟ 15 ହଜାରରୁ ଲୋକଙ୍କ ଗହଣରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ।