ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଭକ୍ତିମୟ ଦୃଶ୍ୟ - ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-12842485-thumbnail-3x2-mangala-alati.jpg)
ସକାଳୁ ସକାଳୁ ଶ୍ରାମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ପରେ ପୂଜା ପଣ୍ଡାଙ୍କ ଦ୍ବାରା ପତିତପାବନଙ୍କ ମଙ୍ଗଳ ଆଳତି କରାଯାଉଛି। ବିଶ୍ବାସ ରହିଛି ଯେ, ଏହି ଆଳତୀ ଦର୍ଶନ କଲେ ଜୀବନରେ କରିଥିବା ସମସ୍ତ ପାପ କ୍ଷୟ ହୋଇ ପୂଣ୍ୟ ଲାଭ ହୋଇଥାଏ । ଏହା ସହ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଓ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।