Independence Day 2022: ସଜେଇ ହୋଇଛି ଦେଶର ଐତିହ୍ୟ - Parliament building North Block South Block illuminated ahead
🎬 Watch Now: Feature Video
ଦେଶ ପାଳୁଛି ଆଜାଦୀ କା ଅମୃତ ମହତ୍ସୋବ । 75 ତମ ସ୍ବାଧୀନତା ଦିବସ ପାଇଁ ସଜେଇ ହୋଇଛି ଭାରତବର୍ଷ । ଦେଶର ଐତିହ୍ୟ ସ୍ଥଳୀ ଠାରୁ ଆରମ୍ଭ କରି ଜାତୀୟ ସ୍ମାରକୀ ସବୁଠି ଭବ୍ୟ ଦିବ୍ୟ କାର୍ଯ୍ୟକ୍ରମ । ଏହି ଅବସରରେ ଦେଶର ପାୱର ହବ ତଥା ନୂଆଦିଲ୍ଲୀ ସ୍ଥିତି ଇଣ୍ଡିଆ ଗେଟ, ସାଉଥ ବ୍ଲକ, ନର୍ଥ ବ୍ଲକ ରାଷ୍ଟ୍ରପତି ଭବନ ସବୁ ତ୍ରିରଙ୍ଗା ଆଲୋକରେ ଆଲୋକିତ ହୋଇଛି । ଦେଖନ୍ତୁ ଦୃଶ୍ୟ ।