New Year Wish: ନବବର୍ଷର ଶୁଭେଚ୍ଛା ଜଣାଇଲେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର

By

Published : Jan 1, 2022, 9:51 AM IST

thumbnail
ଭୁବନେଶ୍ବର: ରାଜ୍ୟବାସୀଙ୍କୁ ୨୦୨୨ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ଗତ ଦୁଇ ବର୍ଷ ହେଲା ମହାମାରୀ ସାଧାରଣ ଜନତାଙ୍କ ଜୀବନକୁ ଦୁର୍ବିସହ କରି ପକାଇଛି। ଏ ପର୍ଯ୍ୟନ୍ତ ବି ମହାମାରୀ ଶେଷ ହୋଇନାହିଁ। ତେଣୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ, ସୁଖ ଓ ସମୃଦ୍ଧି କାମନା କରୁଛି ବୋଲି ଶ୍ରୀମୟୀ ମିଶ୍ର କହିଛନ୍ତି । ଏହାସହ ନବବର୍ଷ ସମସ୍ତଙ୍କ ପାଇଁ ଶାନ୍ତି, ମୈତ୍ରୀ ଏକତା ଓ ପ୍ରଗତିର ବର୍ଷ ହେଉ ସେ କହିଛନ୍ତି । ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.