Interview: କଟକରେ କାର୍ଯ୍ୟ ଦିବସର ଶେଷ ଦିନ, କେମିତି ଥିଲା ପ୍ରତୀକ ସିଂହଙ୍କ ଅନୁଭୂତି - କଟକ ଡିସିପି ପ୍ରତୀକ ସିଂହ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15189205-thumbnail-3x2-dnd.jpg)
କଟକ: ଡିସିପି ପ୍ରତୀକ ସିଂହଙ୍କ କଟକରେ ଆଜି କାର୍ଯ୍ୟର ଶେଷ ଦିନ । କଟକ ଡିସିପି ଭାବରେ ଏକ ବର୍ଷ ଦଶ ମାସ ଭାବରେ ସେ କାର୍ଯ୍ୟ କରିଛନ୍ତି । ଆଜି ସେ ଭୁବନେଶ୍ୱର ଡିସିପି ଭାବରେ ଦାୟିତ୍ୱ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ତେବେ କଟକରେ ତାଙ୍କର କଣ କଣ ଅଭିଜ୍ଞତା ରହିଛି? କଣ କଣ ଚାଲେଞ୍ଜ ରହିଥିଲା? ଉପଲବ୍ଧି କଣ ରହିଲା? ଏନେଇ ଡିସିପିଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।