thumbnail

By

Published : Jun 19, 2022, 5:01 PM IST

ETV Bharat / Videos

Khelo India: ଦ୍ବିତୀୟ ସ୍ଥାନରେ ଓଡ଼ିଶା ମହିଳା ଜୁନିୟର ହକି ଟିମ, ପ୍ରତିକ୍ରିୟା ରଖିଲେ କ୍ୟାପଟେନ

ଯାଜପୁର: ହରିୟାଣାରେ ଚାଲିଥିବା ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଜୁନିୟର ହକି ଟିମ ରନର୍ସ ଅପ ହୋଇଛି । ଓଡିଶା ହକି ଲିଗ ମ୍ୟାଚରୁ ଭଲ ପ୍ରଦର୍ଶନ କରି ଫାଇନାଲରେ କଡା ମୁକାବିଲା କରି ହରିୟାଣା ଠାରୁ ପରାସ୍ତ ହୋଇ ଦଳ ଦ୍ବିତୀୟ ସ୍ଥାନରେ ରହିଛି । ଏହି ହକି ଓଡିଶା ଦଳର ନେତୃତ୍ୱ ନେଇଥିଲେ ଯାଜପୁର କଳିଙ୍ଗନଗର ଅଞ୍ଚଳର ନାମସି ଜାରିକା । ସେ ନିଜ ଗାଁରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏ ନେଇ ତାଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଜ୍ଞାନରଞ୍ଜନ ଓଝା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.