ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ବିଜେପି ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁ ଘୋଷଣା କରାଯାଇଛି । ଆଜି (ଗୁରୁବାର) ଅପରାହ୍ନ ୧୨ଟା ୩୦ ମିନିଟରେ ଶପଥ ଗ୍ରହଣ ଉତ୍ସବ । ଦିଲ୍ଲୀ ରାମଲୀଳା ମୈଦାନରେ ଅନୁଷ୍ଠିତ ହେବ ଶପଥ ସମାରୋହ । ମୁଖ୍ୟମମନ୍ତ୍ରୀ ରେଖଆ ଗୁପ୍ତାଙ୍କ ସମେତ ଶପଥ ନେବେ ୬ କ୍ୟାବିନେଟ ମନ୍ତ୍ରୀ ।
#WATCH | Delhi: Visuals from the residence of BJP MLA elect Rekha Gupta; her supporters gather outside. pic.twitter.com/VdtCs0g3qO
— ANI (@ANI) February 19, 2025
ଦିଲ୍ଲୀରେ ବିଜେପି ସରକାର:
ଆଜିଠୁ ଦିଲ୍ଲୀରେ ବିଜେପି ସରକାର । ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାସହ ୬ ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ସେମାନେ ହେଲେ- ପ୍ରବେଶ ବର୍ମା, ମଞ୍ଜିଦର ସିଂହ ସିରସା, ରବୀନ୍ଦ୍ର ରାଜ, କପିଲ ମିଶ୍ରା, ଆଶିଷ ସୁଦ ଏବଂ ଡକ୍ଟର ପଙ୍କଜ ସିଂହ ।
श्रीमती रेखा गुप्ता जी को दिल्ली भाजपा विधायक दल का नेता चुने जाने पर हार्दिक बधाई एवं अशेष शुभकामनाएँ।
— BJP Delhi (@BJP4Delhi) February 19, 2025
हमें पूर्ण विश्वास है कि आपके नेतृत्व में प्रदेश उत्तरोत्तर प्रगति करेगा। pic.twitter.com/K8Mu5SyvdV
ମୁଖ୍ୟମନ୍ତ୍ରୀ ରେଖାଙ୍କ କ୍ୟାବିନେଟ
୧- ପ୍ରବେଶ ବର୍ମା (କ୍ୟାବିନେଟ ମନ୍ତ୍ରୀ)
୨-ମଞ୍ଜିଦର ସିଂହ ସିରସା (କ୍ୟାବିନେଟ ମନ୍ତ୍ରୀ)
୩-ରବୀନ୍ଦ୍ର ରାଜ (କ୍ୟାବିନେଟ ମନ୍ତ୍ରୀ)
୪-କପିଲ ମିଶ୍ରା (କ୍ୟାବିନେଟ ମନ୍ତ୍ରୀ)
୫-ଆଶିଷ ସୁଦ (କ୍ୟାବିନେଟ ମନ୍ତ୍ରୀ)
୬-ଡକ୍ଟର ପଙ୍କଜ ସିଂହ (କ୍ୟାବିନେଟ ମନ୍ତ୍ରୀ)
#WATCH | Delhi swearing-in ceremony | BJP Mahila Morcha workers rejoice at Ramlila Maidan ahead of the swearing-in ceremony of CM-designate Rekha Gupta. pic.twitter.com/Hr8gMubHzo
— ANI (@ANI) February 20, 2025
ରେଖା ଗୁପ୍ତାଙ୍କ ସମ୍ପର୍କରେ:
ଚଳିତ 2025 ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାଲିମାର ବାଗ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ରେଖା । ନିଜ ବିଜୟର ଶ୍ରେୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ସହ କହିଥିଲେ ଯେ, ଦିଲ୍ଲୀର ଲୋକ ବିକାଶ ଆଶାରେ ରହିଛନ୍ତି ।
#WATCH | Delhi BJP Mahila Morcha president Richa Pandey Mishra says, " we feel as if all of us are cm...pm modi has given this gift to all the women in delhi...he has shown gender equality here." pic.twitter.com/UM9IidWqdJ
— ANI (@ANI) February 20, 2025
ରେଖାଙ୍କ ରାଜନୈତିକ କ୍ୟାରିୟର:
#WATCH | Delhi: People perform the traditional dance and play the traditional music of Uttarakhand as celebrations continue outside Ramlila Maidan in Delhi.
— ANI (@ANI) February 20, 2025
The swearing-in ceremony of CM-designate Rekha Gupta and her council of ministers will take place here today. pic.twitter.com/XX3f7BqMNn
1993ରେ ରେଖା ପ୍ରଥମ କରି ନିଜର ରାଜନୈତିକ କ୍ୟାରିୟର ABVPରୁ ଆରମ୍ଭ କରିଥିଲେ । 1996-1997ରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟ ଛାତ୍ର ସଂଘ (DUSU) ଅଧ୍ୟକ୍ଷ ହୋଇଥିଲେ । 2007 ଓ 2012ରେ ଉତ୍ତର ପିତମପୁରାରେ (ୱାର୍ଡ-54)ରୁ ନିଗମ ପରିଷଦ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ 2022ରେ ଦିଲ୍ଲୀ ନଗର ନିଗମର ମେୟର ପ୍ରାର୍ଥୀ ଭାବେ ବିଜେପିରୁ ନିର୍ବାଚନ ଲଢିଥିଲେ । ଚଳିତ ନିର୍ବାଚନରେ ପ୍ରଥମ କରି ସେ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ଶାଲିମାର ବାଗ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ହୋଇଥିବା ରେଖାଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା କରାଯାଇଛି ।
#WATCH | BJP leader Kapil Mishra, who will take oath as a Delhi minister today, offers prayers at the Jhandewalan temple ahead of the swearing-in ceremony today pic.twitter.com/NqdDpmWHzk
— ANI (@ANI) February 20, 2025
ରେଖାଙ୍କ ପରିବାର:
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି କରୁଥିଲେ ରେଖା ଗୁପ୍ତାଙ୍କ ବାପା । ତେଣୁ ତାଙ୍କ ପରିବାର ଦିଲ୍ଲୀ ସିଫ୍ଟ ହୋଇଥିଲେ । ପରିବାରର ବ୍ୟବସାୟ ନେଇ ମଧ୍ୟ ଅନେକ ଦାୟିତ୍ବ ନେଇଥିଲେ ରେଖା ।
#WATCH | BJP leader Kapil Mishra, who will take oath as a Delhi minister today, says, " ... all of us will work together to implement pm modi's vision. they (aap) betrayed the people of delhi, and they received their punishment through the power of vote... there will be an… pic.twitter.com/O4fuFVRKuS
— ANI (@ANI) February 20, 2025
ଏହା ବି ପଢନ୍ତୁ...କିଏ ପିନ୍ଧିବ ଦିଲ୍ଲୀ ମୁକୁଟ ? ଆଜି ଘୋଷଣା ହୋଇପାରେ ନାଁ
ଏହା ବି ପଢନ୍ତୁ...ଦିଲ୍ଲୀ ଦଖଲ କଲା ବିଜେପି: ବିରୋଧି ଆସନରେ ଆପ, କିଏ ହେବ ମୁଖ୍ୟମନ୍ତ୍ରୀ ?