Watch Video: ନୋଏଡାରେ କାର ଉପରେ ୪ ଯୁବକଙ୍କ ଉତ୍ପାତ - ନୋଏଡାରେ ଯୁବକଙ୍କ ଉତ୍ପାତ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15112528-thumbnail-3x2-noida.jpg)
ନୋଏଡା: ନୋଏଡା ପୋଲିସ ଷ୍ଟେସନର ସେକ୍ଟର ୨୪ ଅଞ୍ଚଳର ଯୁବକମାନେ ସେକ୍ଟର ୫୧ରେ ଥିବା ଅଣ୍ଡର ପାସରେ ଷ୍ଟଣ୍ଟ୍ କରୁଥିବା ଦେଖିବାକୁ ମିଳିଛି । ଏକ ସ୍କର୍ପିଓ କାରର ବୋନେଟ୍ ଏବଂ ଛାତ ଉପରେ ବସିଥିବା ସମୟରେ ଯୁବକମାନେ ଷ୍ଟଣ୍ଟ୍ କରିଥିଲେ ।ଭିଡିଓ ଭାଇରାଲ ପରେ ଉଦ୍ଧତ ଯୁବକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ