thumbnail

By

Published : Dec 3, 2019, 6:20 PM IST

ETV Bharat / Videos

ବରଫ ଓଢଣୀରେ ସଜେଇ ହୋଇଛି ଭୂସ୍ବର୍ଗ

ଭୂ-ସ୍ବର୍ଗ କାଶ୍ମୀର । ଏହାର ସୌନ୍ଦର୍ଯ୍ୟ ଅବବର୍ଣ୍ଣନୀୟ । ଯିଏ ଥରେ ଏହି ସ୍ଥାନକୁ ଯାଏ ସେ ତାର ମାୟା ଜାଲରେ ପଡିଯାଇଛି । କାରଣ ଏଠାକାର ପାଣି ପବନରେ ଭରି ରହିଛି ପ୍ରେମ ଓ ବଞ୍ଚିବାର ଏକ ନିଆରା ଅନ୍ଦାଜ । ସେଥିପାଇଁ ତ ପ୍ରତିବର୍ଷ ଏଠାକୁ ଛୁଟେ ପର୍ଯ୍ୟଟକଙ୍କ ସୁଅ । ଏବେ ଏଠାକାର ପ୍ରବଳ ତୁଷାରପାତ ଓ ସୂର୍ଯ୍ୟଙ୍କ ସୁନେଲି କିରଣ ସମସ୍ତଙ୍କୁ ପ୍ରକୃତି ପ୍ରେମରେ ବାନ୍ଧି ଦେଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.