thumbnail

By

Published : Sep 8, 2020, 9:54 AM IST

Updated : Sep 8, 2020, 10:05 AM IST

ETV Bharat / Videos

ବିଚ ରାସ୍ତାରେ ହୁ ହୁ ଜଳିଲା କାର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରାସ୍ତା ମଝିରେ ଜଳିଲା କାର । ନିଜ ଜୀବନ ବଞ୍ଚାଇବା ପାଇଁ କାରରୁ ଡେଇଁ ପଡିଲେ ଡ୍ରାଇଭର । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆଦିଲ୍ଲୀର ଟ୍ରାନ୍ପପୋର୍ଟ ନଗର ସେକ୍ଟର 67ରେ । ଘଟଣାସ୍ଥଳରେ ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ,କାର ଚାଳକ ବଳରାମ ନିଜ ଟ୍ୟାକ୍ସି ନେଇ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ
Last Updated : Sep 8, 2020, 10:05 AM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.