ନଦୀ ଜଳ ସଂରକ୍ଷଣ କରାଯାଉ ନାହିଁ କିନ୍ତୁ ଛତିଶଗଡକୁ ଦୋଷ ଦେଉଛେ: ସୌମ୍ୟ - ବିଧାନସଭା ମୌସୁମୀ ଅଧିବେଶନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15742223-thumbnail-3x2-dd.jpg)
ଭୁବନେଶ୍ବର: ରାଜ୍ୟରେ ଜଳ ସଂରକ୍ଷଣ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ କହିଛନ୍ତି ମହାନଦୀକୁ ନେଇ ଆମେ ଛତିଶଗଡ ନାଁରେ ଅଭିଯୋଗ କରୁଛୁ। କିନ୍ତୁ ମହାନଦୀ ଏବଂ ଅନ୍ୟ ନଦୀ ଗୁଡିକର ଜଳକୁ ସଂରକ୍ଷଣ କରାଯାଉ ନାହିଁ । କୁଆଖିଆ ପାଣି ସମୁଦ୍ରକୁ ବୋହିଯାଉଛି । କୁଆଖାଇରେ ବ୍ୟାରେଜ ନିର୍ମାଣ କରନ୍ତୁ ସରକାର । ଏହାସହ ଭୁବନେଶ୍ୱର ଚାରି ପାଖରେ ଜଳ ସଂରକ୍ଷଣ ପାଇଁ କଣ ବ୍ୟବସ୍ଥା କରିଛନ୍ତି ସରକାର ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ?