ଲୁଟ୍ରେ ବିଫଳ ପରେ ATM ଜାଳିଦେଲେ ଦୁର୍ବୃତ୍ତ - ଖୋର୍ଦ୍ଧାରେ ଏଟିଏମ ଜାଳିଦେଲେ ଦୁର୍ବୃତ୍ତ
🎬 Watch Now: Feature Video
ଖୋର୍ଦ୍ଧା: ଲୁଟ୍ ପ୍ରୟାସରେ ବିଫଳ ପରେ ATM ଜାଳିଦେଲେ ଦୁର୍ବୃତ୍ତ । ଜଟଣୀ କଲେଜ ରୋଡ ୟୁକୋ ବ୍ୟାଙ୍କ ଶାଖାର ଏଟିଏମରେ ଗତକାଲି(ସୋମବାର) ବିଳମ୍ବିତ ରାତିରେ ଲୁଟ ଉଦ୍ୟମ କରିଥିଲେ ଲୁଟେରା । କିନ୍ତୁ ବିଫଳ ହେବା ପରେ ଏଟିଏମକୁ ଜାଳି ଦେଇଛନ୍ତି । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଖବର ପାଇ ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।