କଟକ ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ମନମୋହୁଛି ମାଆଙ୍କ ଚାନ୍ଦିମେଢ

By

Published : Oct 2, 2022, 4:28 PM IST

thumbnail
ଜଗତ ଜନନୀ ମାଆ ଦୁର୍ଗାଙ୍କ ଆଗମନକୁ ନେଇ ଉତ୍ସବମୁଖର ସାରା ସହର । ଆଜି ପୀଠ ଗୁଡିକରେ ସପ୍ତମୀ ପୂଜା ବେଶ ଧୁମଧାମରେ ପାଳନ ହେଉଛି । ଏହି କ୍ରମରେ କଟକ ସହରର ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ମାଆଙ୍କ ସପ୍ତମୀ ପୂଜା ପାଳିତ ହେଉଛି । ପାଖାପାଖି ସାଢ଼େ ୫ କୁଇଣ୍ଟାଲ ଚାନ୍ଦିରେ ଶୋଭା ପାଉଛନ୍ତି ମାଆ । ତେବେ ପୂଜା ମଣ୍ଡପରେ କେମିତି ଚାଲିଛି ପୂଜା ସେନେଇ ଶ୍ରଦ୍ଧାଳୁ ଓ ପୂଜକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ । ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.