ଦେଖନ୍ତୁ, ଶ୍ରୀମନ୍ଦିର ଦ୍ବାର ଫିଟା ଓ ପ୍ରଭୁ ପତିତପାବନଙ୍କ ମଙ୍ଗଳଆଳତୀ - ଶ୍ରୀମନ୍ଦିର ଦ୍ବାର ଫିଟା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10041480-thumbnail-3x2-9217659-thumbnail-3x2-mangalalati-11jpeg.jpg)
ଓଁ ନମୋଃ ଭଗବତେ ବାସୁଦେବାୟ । ସକାଳୁ ସକାଳୁ ସମସ୍ତ ସେବାୟତଙ୍କ ମୁହଁରେ ଉଚ୍ଚାରଣ ହେଉଛି ଏହି ମନ୍ତ୍ର । ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ବଡି ଭୋରରୁ ପୂଜା ପଣ୍ଡା ଓ ସେବାୟତଙ୍କ ଦ୍ବାରା ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ହାତରେ ଘଣ୍ଟି ଓ ଆଳତୀ ଦୀପ ଧରି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ କରିଛନ୍ତି ପୂଜକ ।
Last Updated : Dec 29, 2020, 7:27 AM IST