Ratha Jatra: ଗୋଟି ପହଣ୍ଡିରେ ବିଜେ କରୁଛନ୍ତି ଦେବୀ ସୁଭଦ୍ରା - Ratha Jatra
🎬 Watch Now: Feature Video

ପୁରୀ: ଆଧ୍ୟାତ୍ମିକ ପରିବେଶ ମଧ୍ୟରେ, ସେବାୟତଙ୍କ ଦ୍ୱାରା ଦେବୀ ସୁଭଦ୍ରା, ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରୁଛନ୍ତି । ହଜାର ହାଜର ଭକ୍ତ ଦେବୀଙ୍କ ଦର୍ଶନ କରି ନିଜକୁ ଧନ୍ୟ ମଣୁଛନ୍ତି ।