କୂଅରେ ପଡିଥିଲା ସିଂହ: ଉଦ୍ଧାର କଲା ବିନ ବିଭାଗ, ଦେଖନ୍ତୁ ଭିଡିଓ - ସିଂହକୁ କଅରୁ ଉଦ୍ଧାର କଲା ବନ ବିଭାଗ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16381919-thumbnail-3x2-jkgjkg.jpg)
ଗାନ୍ଧୀଗନର: ଶିକାର ଉଦ୍ଦେଶ୍ୟରେ ଜନବସତି ମୁହାଁ ହୋଇଥିବା ଏକ ସିଂହ କୂଅରେ ପଡିଯାଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଲେ । ବନ ଟିମ ଘଟଣାସ୍ଥଳରେ ଆବଶ୍ୟକ ସରଞ୍ଜାମ ଓ ଯନ୍ତା ଧରି ପହଞ୍ଚିଥିଲା । କିଛି ଘଣ୍ଟାର ପରିଶ୍ରମ ପରେ ସିଂହଟିକୁ ନିରାପଦ ଭାବେ କୂଅରୁ ଉଦ୍ଧାର କରି ଯନ୍ତାକୁ ଅଣାଯାଇଥିଲା । ପରେ ତାକୁ ଜଙ୍ଗଲରେ ଛାଡି ଦିଆଯାଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଜୁନାଗଡରେ । ଦେଖନ୍ତୁ ସିଂହ ଉଦ୍ଧାର ସମୟର ଦୃଶ୍ୟ ।