ETV Bharat / state

ନୂଆ ସରକାରର ନୂଆ ଯୋଜନା; ବଜେଟରେ 16 ନୂଆ ସ୍କିମ୍, ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା - NEW INITIATIVES IN ODISHA BUDGET

ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ । ବଜେଟରେ 16 ନୂଆ ଯୋଜନା ଘୋଷଣା । ମୋହନ ସରାକର ଆଣିଲେ ନୂଆ ନୂଆ ସ୍କିମ ।

ODISHA ASSEMBLY BUDGET SESSION
ODISHA ASSEMBLY BUDGET SESSION (ETV Bharat Odisha)
author img

By ETV Bharat Odisha Team

Published : Feb 17, 2025, 6:39 PM IST

ଭୁବନେଶ୍ୱର: ରାଜ୍ୟ ବଜେଟ୍‌ 2025-26 ଉପସ୍ଥାପନ ହୋଇଛି । ରାଜ୍ୟ ବଜେଟ୍‌ ୨୦୨୫-୨୬ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ବିଧାନସଭାରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି ନୂଆ ସରକାର । ବଜେଟ ଆକାର ବଢି 2 ଲକ୍ଷ 90 ହଜାର କୋଟିରେ ପହଞ୍ଚିଛି । ଏହାସହିତ ମୋହନ ସରକାର ଆଣିଛନ୍ତି ଆନେକ ନୂଆ ନୂୂଆ ଯୋଜନା । ପର୍ଯ୍ୟଟନଠୁ ଶିକ୍ଷା, ସାମାଜିକ ସୁରକ୍ଷାଠୁ ଖାଦ୍ୟ ସୁରକ୍ଷା ସମସ୍ତ ଦିଗକୁ ମିଳିଛି ପ୍ରାଧାନ୍ୟ । ଗ୍ରାମୀଣ ବିକାଶ, ପରିବହନ ବିକାଶ, ଚାଷୀଙ୍କ ପାଇଁ ଉତ୍ତମ ବ୍ୟବସ୍ଥା କରିବା ଦିଗରେ ଧ୍ୟାନ ଦେଇଛନ୍ତି ନୂଆ ସରକାର । ନୂଆ ସ୍କିମ ଘୋଷଣା କରି ସରକାର ଐତିହ୍ୟ ସ୍ଥାନର ବିକଶ ସହିତ ଓଡିଆ ଅସ୍ମିତା, ଶହୀଦଙ୍କ ପ୍ରତି ସମ୍ନାନ ଏବଂ ସ୍ୱଚ୍ଛ ଓଡିଶା ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ତେବେ ଆସନ୍ତୁ ଜାଣିବା ବଜେଟ 2025-26ରେ ମୋହନ ସରକାର କେଉଁ କେଉଁ ନୂଆ ଯୋଜନା ଆଣିଛନ୍ତି ଏବଂ କାହାକୁ କେତେ ମିଳିଛି ।

New Initiatives in Odisha Budget
New Initiatives in Odisha Budget (ETV Bharat Odisha)

ଓଡିଶା ବଜେଟ 2025 -26

  • ଏହି 5 ବିଭାଗକୁ ସର୍ବାଧିକ ବ୍ୟୟ ବରାଦ
  • ଅର୍ଥ ବିଭାଗକୁ 63511.91 କୋଟି
  • ସ୍କୁଲ ଏବଂ ଗଣ ଶିକ୍ଷା ବିଭାଗ- 31185.47 କୋଟି
  • ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ- 28451 କୋଟି
  • ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ- 22741 କୋଟି
  • ଜଳ ସମ୍ପଦ ବିଭାଗ- 14,894 କୋଟି ବ୍ୟୟ ବରାଦ ହୋଇଛି

ବଜେଟରେ 16 ନୂଆ ଯୋଜନା- କାହାକୁ ମିଳିଲା କେତେ ?

ଅନ୍ତୋଦୟ ଗୃହ ଯୋଜନା ପାଇଁ 2603 କୋଟି । ସୁଭଦ୍ରା ସୁରକ୍ଷାରେ 153 କୋଟି । ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ 30 କୋଟି । ଉତ୍ତର ଓଡିଶା ବିକାଶ ପରିଷଦ ପାଇଁ 200 କୋଟି । ଓଡିଶା ପୃଷ୍ଟି ମିଶନରେ 100 କୋଟି । ବକୁଳବଳ ଉନ୍ନୟନ ପାଇଁ 50 କୋଟି । ଆମ ଶିମିଳିପାଳ ଯୋଜନାରେ 50 କୋଟି । ମଡେଲ୍ ମଣ୍ଡି ପାଇଁ 50 କୋଟି । ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ 100 କୋଟି । ପ୍ରବାସୀ ଓଡିଆ ସମ୍ପର୍କ ପାଇଁ 10 କୋଟି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ 12 କୋଟି । ଦକ୍ଷିଣ ଓଡିଶା ବିକାଶ ପରିଷଦକୁ 200 କୋଟି । ସ୍ୱଚ୍ଛ ଓଡିଶା ପାଇଁ 261 କୋଟି । ଆମେ ପଢିବା ଆମ ଭାଷାରେ ଯୋଜନାରେ 25 କୋଟି । ଅଟଳ ବସ ଷ୍ଟାଣ୍ଡ ପାଇଁ 1266 କୋଟି । ସମୃଦ୍ଧ ସହର ପାଇଁ 408 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଏହା ବି ପଢନ୍ତୁ- ବିଧାନସଭାରେ 2 ଲକ୍ଷ 90 ହଜାର କୋଟିର ବଜେଟ ଉପସ୍ଥାପିତ - ODISHA BUDGET 2025

ବଜେଟରେ ୧୬ଟି ନୂଆ ଯୋଜନା ଘୋଷଣା-

  • ଅନ୍ତୋଦୟ ଗୃହ ଯୋଜନା
  • ସୁଭଦ୍ରା ସୁରକ୍ଷା ଯୋଜନା
  • ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା
  • ଉତ୍ତର ଓଡିଶା ବିକାଶ ପରିଷଦ
  • ଓଡିଶା ପୃଷ୍ଟି ମିଶନ
  • ବକୁଳବଳ ଉନ୍ନୟନ
  • ଆମ ଶିମିଳିପାଳ ଯୋଜନା
  • ମଡେଲ୍ ମଣ୍ଡି
  • ଶହୀଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ
  • ପ୍ରବାସୀ ଓଡିଆ ସମ୍ପର୍କ
  • ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା
  • ଦକ୍ଷିଣ ଓଡିଶା ବିକାଶ ପରିଷଦ
  • ସ୍ୱଚ୍ଛ ଓଡିଶା
  • ଆମେ ପଢିବା ଆମ ଭାଷାରେ
  • ଅଟଳ ବସ ଷ୍ଟାଣ୍ଡ
  • ସମୃଦ୍ଧ ସହର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.