କୋଠରୀରେ ଚିତାବାଘ ଦେଖି ଉଡିଗଲା ହୋସ, ଉଦ୍ଧାର କଲା ବନବିଭାଗ - ଗୁଜୁରାଟରେ ଚିତାବାଘ
🎬 Watch Now: Feature Video
ଗାନ୍ଧୀନଗର:ଗୁଜୁରାଟ ଜୁନାଗଡର ମାଙ୍ଗରୋଲ ତାଲୁକସ୍ଥିତ ମ୍ୟୁନିସିପାଲଟିରେ ଚିତାବାଘ । ଏକ ପାଣି ଟ୍ୟାଙ୍କର ରୁମରେ ଚିତାବାଘ ଦେଖି ପ୍ରଥମେ ଜଣେ କର୍ମଚାରୀ ଡରିଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ବାଘଟିକୁ ଉଦ୍ଧାର କରିଥିବା ଜଣାପଡିଛି ।