thumbnail

By

Published : Jun 16, 2022, 9:58 PM IST

ETV Bharat / Videos

Raja Celebration: ଶେଷ ରଜ ପାଳିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ବର: ଆଜି ଶେଷ ରଜ । ଏହି ଅବସରରେ ରଜ ପାଳନ କଲା ବିଜେପି ମହିଳା ମୋର୍ଚ୍ଚା । ଆଜି ଅପରାହ୍ନରେ ବିଜେପି ପାର୍ଟି ଅଫିସରେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟ ଏବଂ ରାଜ୍ୟ ସଭାପତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରଜ ପାନ ସହ ଗୀତ, ନାଚ, ରଜ ଅଳତା ଲଗାଇ ଶେଷ ରଜକୁ ବେଶ ଉତ୍ସାହ ସହ ପାଳନ କଲେ । ରାଜ୍ୟ ବିଜେପି ସଭାପତି, ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.