ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ପାରାଟ୍ରୁପ୍‌ର ୨୫୦ବର୍ଷ ପୂର୍ତ୍ତି, କଳାବାଜୀ ପ୍ରଦର୍ଶନ କଲେ ଯବାନ - ଆଗ୍ରାରେ ପାରାସୁଟ୍‌ରେ ଓହ୍ଲାଇଲେ ଯବାନ

🎬 Watch Now: Feature Video

thumbnail

By

Published : Sep 30, 2022, 9:17 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ପାରାଟ୍ରୁପ୍‌ର ୨୫୦ ବର୍ଷପୂର୍ତ୍ତି ହୋଇଛି । ଏହି ଅବସରରେ ସେପ୍ଟେମ୍ବର ୨୮ ଓ ୨୯ ତାରିଖରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀ ପାରାଟ୍ରୁପ୍‌ ପକ୍ଷରୁ ତାଲିମ ଶିବିର ଆୟୋଜନ କରାଯାଇଥିଲା । ଏହି ଅବସରରେ ପାରାଟ୍ରୁପ୍‌ ଯବାନ ସୁରକ୍ଷା ଯୋଗାଇବାକୁ ନେଇ ବିଭିନ୍ନ କଳାବାଜୀ ପ୍ରଦର୍ଶନ କରିଥିଲେ । ମାଲପୁରା ଡ୍ରପିଂ ଜୋନ୍‌ରେ ଏହି ତାଲିମ ଶିବିର ଆୟୋଜନ ହୋଇଥିଲା । ଏହାପରେ ଆଗ୍ରାରେ ଅତିକମ୍‌ ଉଚ୍ଚତାର ପାରାଟ୍ରୁପ ଯବାନ ପାରାସୁଟ୍‌ରେ ଓହ୍ଲାଇଥିଲେ । ଏହାକୁ ନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.