ଉପରାଷ୍ଟ୍ରପତି ଗାଇଲେ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ

By

Published : Jul 25, 2022, 2:36 PM IST

Updated : Jul 25, 2022, 4:51 PM IST

thumbnail
ନୂଆଦିଲ୍ଲୀ: ସଂସଦର ସେଣ୍ଟ୍ରାଲ ହଲ୍‌ରେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି । ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ, ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଅନୁବାଦ କରିବା ସମୟରେ, ସନ୍ଥକବି ଭୀମଭୋଇଙ୍କର ଏକ ପକ୍ତିଂ ଆବୃତ୍ତି କରିଥିବା ଦେଖିବାକୁ ମିଳିଥିଲା । ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ଗାଇଛନ୍ତି ଉପରାଷ୍ଟ୍ରପତି ।
Last Updated : Jul 25, 2022, 4:51 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.