ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହେଇଛି ବଡଦେଉଳ, ଶଙ୍ଖନାଦରେ କମ୍ପୁଛି ବଡଦାଣ୍ଡ - ରଥଯାତ୍ରା ୨୦୨୨
🎬 Watch Now: Feature Video
ପୁରୀ: ଆଜି ପବିତ୍ର ଘୋଷଯାତ୍ରା । କାଳିଆ ଅପେକ୍ଷାରେ ଶ୍ରୀମନ୍ଦିର ସମ୍ମୁଖରେ ତିନିରଥ । ଦୀର୍ଘ ୨ବର୍ଷ ପରେ ଆଜି କାଳିଆର ରଥ ଟାଣିବେ ଭକ୍ତ । ରଥଯାତ୍ରା ଅବସରରେ ସଜେଇ ହୋଇଛି ବଡ ଦେଉଳ । ରଙ୍ଗ ବେରଙ୍ଗ ଫୁଲରେ ଝଲସୁଛି ଶ୍ରୀମନ୍ଦିର । ସେପଟେ ସକାଳୁ ସକାଳୁଘଣ୍ଟ ଘଣ୍ଟା ଓ ଶଙ୍ଖନାଦରେ କମ୍ପୁଛି ବଡ ଦାଣ୍ଡ । କାଳିଆକୁ ଦେଖିବାକୁ ଆତୁର ହେଲେଣି ଭକ୍ତ ।