ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ OAS କିମ୍ବା IAS ପାଇବା କେତେ ଜଟିଳ ?

By

Published : Oct 12, 2022, 10:03 AM IST

thumbnail
କଟକ: ଆଜିକାଲି ପ୍ରଶାସନିକ ସେବା(Civil Service)ରେ ଚାକିରିଟିଏ ପାଇବା ସମସ୍ତଙ୍କ ସ୍ବପ୍ନ । ଏଥିପାଇଁ ଅନେକ ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ କରିଥାନ୍ତି । କୁହାଯାଏ କଳାର ଛାତ୍ରଛାତ୍ରୀଙ୍କୁ ସିଭିଲ ସର୍ଭିସ ପ୍ରସ୍ତୁତି କରିବା ବେଶ୍ ସହଜ ହୋଇଥାଏ । ବିଜ୍ଞାନ କିମ୍ବା ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଟିକେ କଷ୍ଟକର ରହିଥାଏ । ତେବେ ଏହାର କେତେ ଯଥାର୍ଥତା ରହିଛି ? ବାସ୍ତବରେ ଜଣେ ବିଜ୍ଞାନ ବିଭାଗର ଶିକ୍ଷାର୍ଥୀ ପାଇଁ କେତେ ଚ୍ୟାଲେଞ୍ଜ ରହିଥାଏ ? ଶୁଣନ୍ତୁ ଏ ସମ୍ପର୍କରେ କ'ଣ କହୁଛନ୍ତି OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣେ ବିଜ୍ଞାନ ବିଭାଗର ଛାତ୍ର ବିଭୂତି ଭୂଷଣ ବିଶ୍ବାଳ । ବିଭୂତି ଊଦ୍ଭିଦ ବିଜ୍ଞାନର ଛାତ୍ର ହୋଇଥିଲେ ମଧ୍ୟ ତାଙ୍କୁ କ'ଣ ସମସ୍ୟା ହୋଇଥିଲା ସେନେଇ ବିଭୂତିଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.