thumbnail

By

Published : Aug 11, 2022, 7:46 PM IST

ETV Bharat / Videos

Raksha Bandhan: ଆଶ୍ରମରେ ଅନ୍ତେବାସୀ ପାଳିଲେ ରାକ୍ଷୀ ଉତ୍ସବ

ଭୁବନେଶ୍ବର: ଆଜି ପବିତ୍ର ରାକ୍ଷୀ ପୁର୍ଣ୍ଣିମା । ଏହି ଦିନରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧି ରକ୍ଷାର ସଂକଳ୍ପ ନେଇଥାଏ । ରାକ୍ଷୀ କେବଳ ଗୋଟେ ଡୋର ନୁହେଁ ଏହା ଭାଇ ଭଉଣୀ ପବିତ୍ର ସମ୍ପର୍କର ସାକ୍ଷୀ । ଏହି ଦିନକୁ ସବୁ ଭାଇ ଭଉଣୀ ବେଶ ଖୁସିରେ ମନେଇଥିବାବେଳେ, ଭୁବନେଶ୍ବରର ମଧୁରମୟୀ ଆଶ୍ରମରେ କଏଦୀମାନଙ୍କ ପିଲାମାନେ ହଷ୍ଟେଲରେ ପାଳିଛନ୍ତି ରାକ୍ଷୀ ଉତ୍ସବ । ଭଉଣୀ ମାନେ ସୁସଜ୍ଜିତ ଥାଳି ଦୀପ ମିଠା ଓ ରାକ୍ଷୀ ଧରି ଭାଇ ଭାଇଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଭାଇମାନେ ବି ସବୁବେଳେ ସାଥିରେ ରହିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.