thumbnail

By

Published : Sep 4, 2022, 5:42 PM IST

ETV Bharat / Videos

ରୋମାଞ୍ଚକର ହେବ ଭାରତ ଓ ପାକିସ୍ତାନ ମୁକାବିଲା: ପବନ ଅଗ୍ରୱାଲ

କଟକ: ପୁଣି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ (India VS Pakistan) । ସୁପର ସଣ୍ଡେରେ ସୁପର 4ର ହାଇଭୋଲ୍ଟେଜ ମୁକାବିଲା ହେବ । ପ୍ରଥମ ମ୍ୟାଚରେ ଭାରତ 5 ୱିକେଟରେ ବିଜୟ ଲାଭ କରିଥିବା ବେଳେ ଆଜିର ମ୍ୟାଚ ବେଶ ରୋମାଞ୍ଚକର ହେବ । କ୍ରିକେଟ ପ୍ରେମୀଙ୍କର ଆଶା ରହିଥାଏ କି ପାକିସ୍ତାନ ସହିତ ଭାରତ ମ୍ୟାଚ ଜିତିବା ଦରକାର । ସେପଟେ ପାକିସ୍ତାନ ପ୍ରଥମ ମ୍ୟାଚର ବଦଲା ନେବାକୁ ଚେଷ୍ଟା କରିବ । ସେହିପରି ଓପନିଂ ଯୋଡି ଉପରେ ଅଧିକ ଫୋକସ ରହିବ । ଭଲ ଖବର ରହିଛି କି ବିରାଟ କୋହଲି ଏବେ ଫର୍ମକୁ ଫେରୁଛନ୍ତି । ଆଶା ରହିଛି ବିରାଟ କୋହଲି ଏହି ମ୍ୟାଚରେ ଭଲ ଇନିଂସ ଖେଳିବେ । ପାକିସ୍ତାନ ସହିତ ବିରାଟ ଜବରଦସ୍ତ ଇନିଂସ ଖେଳିବାର ରେକର୍ଡର ରହିଛି ବୋଲି ସିଧାସଳଖ ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ ।  ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.