ଶ୍ରୀନଗର ରେଳଷ୍ଟେସନରେ ବରଫପାତର ଅନନ୍ୟ ଦୃଶ୍ୟ, ଦେଖନ୍ତୁ ଭିଡିଓ... - srinagar railway statio
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10183461-thumbnail-3x2-snow.jpg)
ଶ୍ରୀନଗର: ଜମ୍ମୁକାଶ୍ମୀରର ଶ୍ରୀନଗର ରେଳଷ୍ଟେସନରେ ତୁଷାରପାତ । ଜମ୍ମୁକାଶ୍ମୀରରେ ଅନନ୍ୟ ଦୃଶ୍ୟ ରେଳ ଧାରଣାରେ ପ୍ରବଳ ତୁଷାରପାତ । ଶୀତର ପ୍ରକୋପରେ ଭାରତର ଜନ୍ନତ ତଥା ଜମ୍ମୁକାଶ୍ମୀରରେ ବରଫର ଚାଦରରେ ଘୋଡେଇ ହୋଇଛି । ଶ୍ରୀନଗର ରେଳଷ୍ଟେସନରେ ପ୍ରକୃତିର ବରଫ ବର୍ଷାର ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି ।