ଭକ୍ତିମୟ ଶ୍ରୀଗୁଣ୍ଡିଚା ପରିସର, ଦିବ୍ୟାଙ୍ଗ କଳାକାରଙ୍କ କଣ୍ଠରେ କାଳିଆ ଭଜନ

By

Published : Jul 9, 2022, 2:00 PM IST

thumbnail
ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଭକ୍ତିମୟ ହୋଇପଡ଼ିଛି ଶ୍ରୀଗୁଣ୍ଡିଚା ପରିସର। ଭଜନ ସଂକୀର୍ତ୍ତନରେ କମ୍ପି ଉଠୁଛି ପୁରା ପରିବେଶ । ଶରଧା ବାଲିରେ କାଳିଆ ଭଜନ ପରିବେଷଣ କରୁଛନ୍ତି ଦିବ୍ୟାଙ୍ଗ କଳାକାର ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.