ପାର୍ବଣର ଶୁଭାରମ୍ଭ, କଟକରେ ଧୂମଧାମରେ ଗଣେଶ ପୂଜା ପାଳନ - କଟକରେ ଗଣେଶ ପୂଜା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16247231-thumbnail-3x2-ctc.jpg)
କଟକ: ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । କଟକର ବିଭିନ୍ନ ସ୍ଥାନରେ ବହୁ ଆଡ଼ମ୍ବରରେ ବିଘ୍ନହର୍ତ୍ତାଙ୍କ ପୂଜା ହୋଇଥିବା ଦେଖିବାକୁ ମିଳିଛି । ଦୁଇବର୍ଷର କୋଭିଡ କଟକଣା ପରେ ଗଣେଶ ପୂଜା ପାଳି ପାର୍ବଣ ଋତୁକୁ ନିମନ୍ତ୍ରଣ କରିଛନ୍ତି ସହରବାସୀ । ତେବେ ଏନେଇ ସମସ୍ତଙ୍କ ମନରେ ବେଶ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି । ଇଟିଭି ଭାରତ, କଟକ