ଵାରବାଟୀରେ କାହିଁକି ହାରିଲା ଭାରତ, ପୂର୍ବତନ ରଣଜୀ କ୍ରିକେଟରଙ୍କ ପ୍ରତିକ୍ରିୟା - ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ନେଇ ପବନ ଅଗ୍ରୱାଲଙ୍କ ପ୍ରତିକ୍ରିୟା
🎬 Watch Now: Feature Video
କଟକ: ଗତକାଲି(ରବିବାର) ବାରବାଟୀରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୪ ୱିକେଟରେ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ମାତ୍ର ୧୪୮ ରନ୍ କରିବାକୁ ହିଁ ସକ୍ଷମ ହୋଇ ପାରିଥିଲା । ପରାଜୟ ପରେ ପିଚ୍କୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି । ଏତେ କମ୍ ସ୍କୋର କାହିଁକି ହେଲା ? ବାରବାଟୀକୁ ପୂର୍ବରୁ ବ୍ୟାଟିଂ ପିଚ ବୋଲି କୁହାଯାଉଥିବାବେଳେ ପିଚ ବ୍ୟାଟ୍ସ ମାନଙ୍କୁ କାହିଁକି ଉପଯୋଗୀ ହେଲା ନାହିଁ ? ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରଣଜୀ ଖେଳାଳି ତଥା କ୍ରୀଡା ସମୀକ୍ଷକ ପବନ ଅଗ୍ରୱାଲ ।