1999 ଗଣଦୁଷ୍କର୍ମ ମାମଲା: ପୂର୍ବତନ ନୟାପଲ୍ଲୀ ଥାନା ଆଇଆଇସିଙ୍କ ପ୍ରତିକ୍ରିୟା - ବହୁଚର୍ଚ୍ଚିତ କଟକ ବାରଙ୍ଗ ଗଣଦୁଷ୍କର୍ମ ମାମଲା
🎬 Watch Now: Feature Video
ଭୁବନେଶ୍ବର: ଦୀର୍ଘ ୨୨ ବର୍ଷ ପରେ ବହୁଚର୍ଚ୍ଚିତ କଟକ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସେତେବେଳେ ନୟାପଲ୍ଲୀ ଥାନାର ଆଇଆଇସି ଥିବା ପ୍ରେମାଞ୍ଜନ ପରିଡା। ସେ ହାଇକୋର୍ଟର ନିର୍ଦେଶ କ୍ରମେ ଗଣଦୁଷ୍କର୍ମ ପୀଡିତାଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଥିଲା। ଏନେଇ ପ୍ରେମାଞ୍ଜନ ପରିଡାଙ୍କ ସହ ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ ଆଲୋଚନା କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ