ରାସ୍ତା ଉପରେ ଲହଡି ମାରୁଛି ବନ୍ୟା ଜଳ, ପୁରୀ ଗୋପ ଯାତାୟତ ଠପ୍‌

By

Published : Aug 18, 2022, 12:56 PM IST

thumbnail
ବନ୍ୟା ଘେରରେ ଗୋପ ବ୍ଲକ ନାଗପୁର ପଞ୍ଚାୟତ । କୁଶଭଦ୍ରା ନଦୀର ଖଣ୍ଡିଆ କୁଦରେ ଘାଇ ପରେ ଷୋଳପୁର ରାସ୍ତା ଉପରେ ଲହଡି ମାରୁଛି ବନ୍ୟାପାଣି । ଫଳରେ ପୁରୀ ଗୋପ ଯାତାୟତ ବାଧାପ୍ରାପ୍ତ ହୋଇଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବନ୍ୟା ପୀଡିତ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.