ମଝିରାସ୍ତାରେ ଜଳିଲା ନଡା ବୋଝେଇ ଟ୍ରକ, ଦେଖନ୍ତୁ ଭିଡିଓ - dry grass carring lorry

🎬 Watch Now: Feature Video

thumbnail

By

Published : Feb 9, 2020, 5:53 PM IST

କର୍ଣ୍ଣାଟକ: ହଠାତ୍ ହୁତୁ ହୁତୁ ହୋଇ ଜଳିଲା ନଡା ବୋଝେଇ ଟ୍ରକ। ଘଟଣାଟି କର୍ଣ୍ଣାଟକର ଆରକାଲାଗୁଡାରେ ଘଟିଛି। ତେବେ ଏକ ଟ୍ରକରେ ଗାଈଙ୍କ ପାଇଁ ଶୁଖିଲା ନଡା ଭର୍ତ୍ତି ହୋଇ ଯିବା ସମୟରେ କୌଣସି କାରଣରୁ ନିଆଁ ଲାଗିଥିଲା। ଏହି ଘଟଣାରେ ଲକ୍ଷଲକ୍ଷ ଟଙ୍କାର ନଡା ଜଳିପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବା ଘଟଣା ଜାଣିବା ପରେ ଡ୍ରାଇଭର ସଙ୍ଗେସଙ୍ଗେ ଗାଡିଟିକୁ ପାଖରେ ଥିବା ଏକ ହ୍ରଦ ମଧ୍ୟକୁ ନେଇଯିବା ସହ ପାଣି ମଧ୍ୟକୁ ଡେଇଁପଡିଥିଲେ। ଖବର ପାଇଁ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.