Digital Dialogue: MAKE IN ODISHA 2022 ନେଇ ଶିଳ୍ପ ବିଭାଗ ପ୍ରମୂଖ ସଚିବଙ୍କ ସହ ସାକ୍ଷାତକାର

🎬 Watch Now: Feature Video

thumbnail
ଭୁବନେଶ୍ବର: ଆସନ୍ତା 30 ନଭେମ୍ବରରୁ 4 ଡିସେମ୍ବର 2022 ଭୁବନେଶ୍ବର ଜନତା ମୈଦାନରେ ଅନୁଷ୍ଠିତ ହେବ ମେକ୍ ଇନ ଓଡିଶା ତୃତୀୟ ସଂସ୍କରଣ । 30 ନଭେମ୍ବରରୁ 4 ଡିସେମ୍ବର 2022 ଯାଏଁ ଚାଲିବ ଏହି ସଂସ୍କରଣ । ଏହି ମେଗା ଗ୍ଲୋବାଲ ଇନଭେଷ୍ଟର କନଫରେନ୍ସ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି । 2020ରେ କୋଭିଡ ପରିସ୍ଥିତି ଯୋଗୁଁ ମେକ ଇନ ଓଡିଶା ତୃତୀୟ ସଂସ୍କରଣ ସ୍ଥଗିତ ରଖାଯାଇଥିଲା। ତେବେ କୋଭିଡ ପରିସ୍ଥିତି ଥମିବା ପରେ ଆରମ୍ଭ ହୋଇଛି ପ୍ରାକ ପ୍ରସ୍ତୁତି। ଏଥର କିଭଳି ରହିବ ମେକ ଇନ ଓଡିଶା- ମେଗା ଗ୍ଲୋବାଲ ଇନଭେଷ୍ଟର କନଫରେସନ୍ସର ରୂପ ରେଖ । କେଉଁ ସେକ୍ଟର ଉପରେ ରହିବ ଫୋକସ । କେଉଁ ନିଉଏଜ୍ ସେକ୍ଟର ଉପରେ ରାଜ୍ୟ ସରକାର ଦେବେ ଗୁରୁତ୍ବ । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ଏକ୍ସକ୍ଲୁସିଭ ସାକ୍ଷାତକାର ଦେଇ ଏସମସ୍ତ ପ୍ରସଙ୍ଗରେ ଆଲଚୋନା କରିଛନ୍ତି ଶିଳ୍ପ ବିଭାଗ ପ୍ରମୂଖ ସଚିବ ହେମନ୍ତ ଶର୍ମା । ସାକ୍ଷାତକାର ରୁଦ୍ର ନାରାୟଣ ଦାସ, ବ୍ୟୁରୋ ଚିଫ ଇଟିଭି ଭାରତ ଓଡିଶା
Last Updated : Jun 11, 2022, 10:43 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.