VIRAL VIDEO: ତେଜପୁରୀ ଷ୍ଟ୍ରିଟରେ ଗୁପଚୁପ ଖାଇଲା ହାତୀ - ତେଜପୁରୀ ଷ୍ଟ୍ରିଟରେ ଗୁପଚୁପ ଖାଇଲା ହାତୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16618719-thumbnail-3x2-gupchup.jpg)
ଗୌହ୍ବାଟି: ଗୁପଚୁପ ସମ୍ପର୍କରେ ଚିନ୍ତା କରିବା ମାତ୍ରେ ପାଟିରେ ପାଣି ଆସିଯାଏ । ଅଧିକାଂଶ ଝିଅ ଗୁପଚୁପ ପସନ୍ଦ କରନ୍ତି ବୋଲି କୁହାଯାଏ । ହେଲେ ଏହା କେବଳ ଝିଅ ବା ମଣିଷଙ୍କ ଠାରେ ସୀମିତ ନାହିଁ, ପଶୁମାନେ ମଧ୍ୟ ଗୁପଚୁପ ସ୍ବାଦରେ ବାୟା । ସ୍ବାଦିଷ୍ଟ ଗୁପଚୁପକୁ ମଣିଷଙ୍କ ଅପେକ୍ଷା ପଶୁମାନେ ମଧ୍ୟ ପସନ୍ଦ କରୁଥିବା ପ୍ରମାଣିତ ହୋଇଛି । ଆସାମର ତେଜପୁରୀ ଷ୍ଟ୍ରିଟରେ ଏକ ହାତୀ ଗୁପଚୁପ ଖାଉଥିବା ନଜର ଆସିଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।