ହାତୀ ମାଗୁଛି ଆଖୁ, ଦେଖନ୍ତୁ ଭିଡିଓ - ଜାତୀୟ ରାଜପଥରେ ହାତୀ ଖାଉଛି ଟ୍ରକରୁ ଆଖୁ

🎬 Watch Now: Feature Video

thumbnail

By

Published : Aug 7, 2020, 12:03 PM IST

ବେଙ୍ଗାଲୁରୁ- ଜାତୀୟ ରାଜପଥରେ ହାତୀ ସମସ୍ତ ଆଖୁ ଟ୍ରକରୁ ଆଖୁ ମାଗିମାଗି ଖାଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁ-ଡିନ୍ଦିଗୁଲର ଜାତୀୟ ରାଜପଥରେ । ଗୋଟିଏ ମାଆ ହାତୀ ସହିତ ଦୁଇଟି ଛୁଆ ହାତୀ ଏକ ଟ୍ରକରୁ ଆଖୁ ମାଗି ଖାଉଛନ୍ତି । ତେବେ କେବଳ ଗୋଟିଏ ଟ୍ରକରୁ ନୁହେଁ, ଜାତୀୟ ରାଜପଥରେ ଯାଉଥିବା ପ୍ରତ୍ୟେକ ଆଖୁ ଟ୍ରକକୁ ଅଟକାଉଛନ୍ତି ଏହି ମା ଛୁଆ । ଯାହାର ଭିଡଓ ଜଣେ ଟ୍ରକ ଡ୍ରାଇଭର ମୋବାଇଲରେ କଏଦ କରିଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.