ପରିଣତ ବୟସରେ ଜେଜେ ମାଆଙ୍କ ଷ୍ଟଣ୍ଟ୍, ହରିଦ୍ବାରରେ ଗଙ୍ଗାକୁ ଡେଇଁ ପଡ଼ିଲେ - ଗଙ୍ଗା ନଦୀ ଉପରେ ବୃଦ୍ଧାଙ୍କ ଷ୍ଟଣ୍ଟ୍
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15681194-thumbnail-3x2-old-women.jpg)
ଲକ୍ଷ୍ନୌ: ହରିଦ୍ବାରରେ ଜଣେ ଆଜି ଜଣେ ବୃଦ୍ଧା ଚର୍ଚ୍ଚାରେ ରହିଛନ୍ତି । ଯାହା କରିବାକୁ ଯୁବକ ବା କିଶୋର ଦୁଇଥର ଭାବିବେ ତାହା ପରିଣତ ବୟସରେ କରିଛନ୍ତି ହରିୟାଣାର ଜଣେ ବୃଦ୍ଧା । ନାତିନାତୁଣି ଗଙ୍ଗା ନଦୀକୁ ଡେଉଁଥିବା ବେଳେ ସୁଉଚ୍ଚ ସ୍ଥାନରୁ ଡେଇଁପଡ଼ିଥିଲେ ବୃଦ୍ଧା । ବୃଦ୍ଧା ଜଣକ ଡେଇଁବା ସହ ଗଙ୍ଗା ନଦୀ ପାର୍ ମଧ୍ୟ ହୋଇଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।