କୋରୋନା ଆକ୍ରାନ୍ତଙ୍କଠୁ ଗୋଟିଏ ମାସରେ 406 ଜଣ ହୁଅନ୍ତି ସଂକ୍ରମିତ: ଡ. ସଞ୍ଜୀବ ମଲ୍ଲିକ - ମହାମାରୀ କୋରୋନା ମୁକାବିଲା ନେଇ ଡାକ୍ଟରଙ୍କ ପରାମର୍ଶ

🎬 Watch Now: Feature Video

thumbnail

By

Published : Apr 3, 2020, 12:08 PM IST

Updated : Apr 3, 2020, 2:01 PM IST

ଭୁବନେଶ୍ବର: ମହାମାରୀ କୋରୋନାକୁ ନେଇ ଚାରିଆଡେ ଭୟ ଓ ଆତଙ୍କର ମାହୋଲ । କୋରୋନା ଆକ୍ରାନ୍ତ ଗୋଟିଏ ଦିନରେ ଅଢେଇ ଜଣ ଲୋକଙ୍କୁ ସଂକ୍ରମିତ କରିଥାନ୍ତି ।ଏପରିକି ଏକ ମାସ ମଧ୍ୟରେ ୪୦୬ ଜଣ ଲୋକ କୋରୋନା ଆକ୍ରାନ୍ତଙ୍କ ଠାରୁ ସଂକ୍ରମଣ ହେବାର ଆଶଙ୍କା ଥାଏ । ମହାମାରୀ କୋରୋନାକୁ କେମିତି ମୁକାବିଲା କରିବେ ସେ ନେଇ କେୟାର ହସପିଟାଲ ଡାକ୍ତର ସଞ୍ଜୀବ ମଲ୍ଲିକ ଦେଇଛନ୍ତି ପରାମର୍ଶ । ଶୁଣନ୍ତୁ ...
Last Updated : Apr 3, 2020, 2:01 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.