ଶୁଣିଲାନି ପ୍ରଶାସନ, ନିଜସ୍ୱ ଖର୍ଚ୍ଚରେ ଡଙ୍ଗା କିଣିଲେ ଗ୍ରାମବାସୀ - ନିଜସ୍ବ ଖର୍ଚ୍ଚରେ ଡ଼ଙ୍ଗା ପକାଇଲେ ଡିହଖଳା ଗ୍ରାମବାସୀ
🎬 Watch Now: Feature Video
ଖୋର୍ଦ୍ଧା: ରାଜ୍ୟରେ ବନ୍ୟା ବୀଭିଷିକା ଦେଖାଦେଇଥିବା ବେଳେ ପ୍ରଶାସନ ଲୋକଙ୍କ ଦୁଃଖ ଶୁଣୁନଥିବା ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଓରବରସିଂହ ପଞ୍ଚାୟତର ଡିହଖଳା ଓ ଦୁର୍ଗାପୁର ଗ୍ରାମବାସୀ । ସ୍ୱତନ୍ତ୍ର ବୋଟ ଟିଏ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇ ନିରାଶ ହେବା ପରେ, ଶେଷରେ ଶୁକ୍ରବାର ଠାରୁ ନିଜସ୍ୱ ଖର୍ଚ୍ଚରେ ଡଙ୍ଗା ପକାଇ ଯାତାୟତ କରୁଛନ୍ତି ଲୋକେ ।
Last Updated : Aug 20, 2022, 9:08 PM IST