ଇଟିଭି ଭାରତରେ ଭାରତୀୟ ଶ୍ରେଷ୍ଠ ଫିଟ୍ କ୍ରିକେଟର ଅହମ୍ମଦ ବାନ୍ଦେ - ଶ୍ରୀନଗରର ଅହମ୍ମଦ ବାନ୍ଦେ
🎬 Watch Now: Feature Video

ବିରାଟଙ୍କ ପରି ଆଉ ଜଣେ ଭାରତୀୟ କ୍ରିକେଟର ଅଛନ୍ତି ଯିଏ ଫିଟନେସର ଭିନ୍ନ ଏକ ମାନଦଣ୍ଡ ତିଆରି କରିଛନ୍ତି । ସେ ହେଉଛନ୍ତି ଶ୍ରୀନଗରର ଅହମ୍ମଦ ବାନ୍ଦେ । ଇଟିଭି ଭାରତରେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ନିଜର କ୍ରିକେଟ ଯାତ୍ରା, ଫିଟନେସର ମନ୍ତ୍ର, ୟୋ ୟୋ ଟେଷ୍ଟ ଓ କୋଭିଡ ସମୟରେ କିପରି ଅଭ୍ୟାସ ପ୍ରଭାବିତ ହୋଇଛି ସେ ନେଇ ଖୁଲାସା କରିଛନ୍ତି ଭାରତୀୟ ଶ୍ରେଷ୍ଠ ଫିଟ୍ କ୍ରିକେଟର ଅହମ୍ମଦ ବାନ୍ଦେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ