ମୁଁ ମଲେ ସମୀର ଦାସ ଦାୟୀ, ଶୁଣନ୍ତୁ ଧର୍ମେନ୍ଦ୍ରଙ୍କ ଭାଇରାଲ ଅଡିଓ - ପୁରୀ ନ୍ୟୁଜ୍
🎬 Watch Now: Feature Video

ଭୁବନେଶ୍ବର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ବଢ଼ିଲା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଅଡ଼ୁଆ । ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ଜଣେ ସାମ୍ବାଦିକ ଅକ୍ଷୟ ନାୟକଙ୍କ ସହିତ ଫୋନରେ କଥା ହୋଇଥିବାର ଅଡିଓ ଭାଇରାଲ ହେବାପରେ ଆହୁରି ବିବାଦ ଭିତରକୁ ଠେଲି ହୋଇଯାଇଛନ୍ତି ମନ୍ତ୍ରୀ ସମୀର ଦାସ । ଏଥିରେ ଧର୍ମେନ୍ଦ୍ର କହିଛନ୍ତି, "ଯଦି ମୁଁ ମରେ, ସେଥିପାଇଁ ସମୀର ଦାସ ଦାୟୀ ରହିବେ ।" ଶୁଣନ୍ତୁ ଧର୍ମେନ୍ଦ୍ରଙ୍କ ଭାଇରାଲ ଅଡିଓ ...
ଇଟିଭି ଭାରତ, ଭୁବନେଶ୍ବର