ଶ୍ରାବଣ ଦ୍ବିତୀୟ ସୋମବାର: ବାବା ମଲ୍ଲିକେଶ୍ୱରଙ୍କ ପୀଠରେ ବୋଲବମ୍ ଭକ୍ତଙ୍କ ଭିଡ଼ - ଶ୍ରାବଣ ମାସର ୨ୟ ସୋମବାରରେ କାଉଡ଼ିଆଙ୍କ ଭିଡ଼
🎬 Watch Now: Feature Video
ମାଲକାନଗିରି: ପବିତ୍ର ଶ୍ରାବଣ ମାସର ଦ୍ବିତୀୟ ସୋମବାରରେ ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ମଲ୍ଲିକେଶ୍ୱରଙ୍କ ପୀଠରେ ବୋଲ୍ ବମ୍ ଭକ୍ତଙ୍କ ଭିଡ଼ ଜମିଛି । ଜିଲ୍ଲାର ଏବଂ ଛତିଶଗଡ଼ରୁ ବୋଲବମ୍ ମାନସିକଧାରୀ ଭକ୍ତମାନେ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ଜଳାଭିଷେକ କରିବାକୁ ମଲ୍ଲିକେଶ୍ୱରଙ୍କ ପୀଠକୁ ଯାଇଥିଲେ ।
ଇଟିଭି ଭାରତ, ମାଲକାନଗିରି