thumbnail

By

Published : Jul 27, 2022, 1:44 PM IST

ETV Bharat / Videos

Watch Video: 2 କୋଟିର ମଦ ଉପରେ ଚଢ଼ିଲା ରୋଡ ରୋଲର୍‌

ଅମରାବତୀ: ମଦ ଉପରେ ଚଢିଲା ରୋଲର । ଆନ୍ଧ୍ରପ୍ରଦେଶ ବିଜୱାଡାରେ ପୋଲିସ 2କୋଟି ଟଙ୍କାର ବେଆଇନ ମଦ ଜବତ କରି ତାହା ଉପରେ ରୋଲର ଚଢାଇ ନଷ୍ଟ କରିଛନ୍ତି । ପୋଲିସ 62 ହଜାର ମଦ ବୋତଲ ଜବତ କରିଥିଲା । ଯାହାର ମୂଲ୍ୟ 2 କୋଟି ହେବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.