ଚିନ୍ତାରେ ଦାନ୍ତ ଚିକିତ୍ସକ, ମିଳିବ କି ପିପିଇ କିଟ ? - PPE KIT

🎬 Watch Now: Feature Video

thumbnail

By

Published : Jun 23, 2020, 9:49 PM IST

ଏସସିବି ଦାନ୍ତ ବିଭାଗର ଡାକ୍ତର କୋରୋନା ପିଜିଟିଭ ଚିହ୍ନଟ ହେବା ପରେ ବଢିଛି ଚିନ୍ତା । କାରଣ କୋରୋନା ବିଶେଷକରି ମୁହଁ ମଧ୍ୟରେ ନାକ,ଆଖି, ପାଟି ଦେଇ ପ୍ରବେଶ କରେ । ତେବେ ପାଟିରେ ଦନ୍ତ ଚିକିତ୍ସା ସମୟରେ ଏବେ ଭୟ ଲାଗିବା ସ୍ବାଭାବିକ । ସେଥିପାଇଁ ରାଜ୍ୟ ସରକାର ସମସ୍ତ ଡକ୍ଟର ଓ ଷ୍ଟାଫ ମାନଙ୍କ ପାଇଁ ପିପିଇ କିଟ ଯୋଗାଇବା ଆବଶ୍ୟକ । ଶୁଣନ୍ତୁ କଣ କହୁଛନ୍ତି ବରିଷ୍ଠ ଦନ୍ତ ଡକ୍ଟର ରବି ରଞ୍ଜନ ସାହୁ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.