ଦେଖନ୍ତୁ, ଦିଲ୍ଲୀ ବିଧାନସଭା ନିର୍ବାଚନ ସହ ସମ୍ବନ୍ଧିତ ଭିଡିଓ - ନିର୍ବାଚନ ଆୟୋଗ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5997209-thumbnail-3x2-delhi.bmp)
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଅନୁଷ୍ଠିତ ହେବ । ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।
ମତଦାନ ପାଇଁ ମୋଟ 90 ହଜାର କର୍ମଚାରୀ ନିୟୋଜିତ ହେବେ । ଏଥିସହ 1 କୋଟି 46 ମତଦାତାଙ୍କ ପାଇଁ 13 ହଜାର 750 ପୋଲିଂ ବୁଥ୍ର ପ୍ରସ୍ତୁତ କରାଯାଇଛି ।
ନିର୍ବାଚନ ସମ୍ବନ୍ଧିତ ଅଧିକ ସୂଚନା ପାଇଁ ଦେଖନ୍ତୁ ଏହି ଭିଡିଓ:-