thumbnail

By

Published : May 25, 2021, 3:29 PM IST

ETV Bharat / Videos

ମାଡି ଆସୁଛି ବାତ୍ୟା, ଅଶାନ୍ତ ସମୁଦ୍ର

ପୁରୀ: ମାଡି ଆସୁଛି ବାତ୍ୟା ୟସ । ବାତ୍ୟା ୟସର ପ୍ରଭାବ ପୁରୀ ଜିଲ୍ଲାରେ ଅନୁଭୁତ ହେଲାଣି । କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ପବନ ଆରମ୍ଭ ହେଲାଣି । ଏହାର ପ୍ରଭାବରେ ସମୁଦ୍ରର ଜୁଆର କୂଳ ଲଙ୍ଘୁଥିବା ବେଳେ ସମୁ୍ଦ୍ର ଜୁଆର ଯୋଗୁଁ ସମୁଦ୍ର ପାଣି ଗୋଳିଆ ହେବାକୁ ଲାଗିଲାଣି । ବାତ୍ୟା ଆଗମନର ସଙ୍କେତ ଦେଉଥିବା ବେଳେ କୋଣାର୍କ ନୋଳିଆ ସାହିର ଲୋକେ ଭୟଭୀତ ହେଲେଣି । ବିଶେଷକରି ସମୁଦ୍ର ଜୁଆର ବଢିବା ଆରମ୍ଭ କରିଦେଲାଣି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.