ରାଜଧାନୀରେ ଜୋରଦାର ଲକଡାଉନ କଟକଣା - କୋରୋନା ସଂକ୍ରମଣ
🎬 Watch Now: Feature Video

ଭୁବନେଶ୍ବର: 17 ତାରିଖରୁ 4 ଜିଲ୍ଲା ଓ ରାଉରକେଲା ପୌରାଞ୍ଚଳରେ ଜୁଲାଇ 31 ଯାଏଁ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଆଜି ପଞ୍ଚମ ଦିନରେ ପହଞ୍ଚିଛି ଲକଡାଉନ ଅବଧି । ରାଜଧାନୀର କଳ୍ପନା ଛକରେ କିଭଳି ରହିଛି ସ୍ଥିତି ସେ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା, ସଞ୍ଜୀବ କୁମାର ରାୟ...