thumbnail

By

Published : Aug 5, 2022, 9:15 PM IST

ETV Bharat / Videos

ବରଗଡ଼ରେ ଜେଲ ଭରୋ ଆନ୍ଦୋଳନ ବେଳେ ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି

ବରଗଡ଼: ଦରଦାମ ବୃଦ୍ଧି, ଜିଏସଟି ଲାଗୁ ଓ ବେକାରୀ ସମସ୍ୟା ପ୍ରତିବାଦରେ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଏହାର ପ୍ରଭାବ ବରଗଡ଼ରେ ମଧ୍ୟ ଦେଖାଦେଇଛି । ଜିଲ୍ଲା କଂଗ୍ରେସର ଶତାଧିକ କର୍ମୀ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରି ଜେଲ ଭରୋ ଆନ୍ଦୋଳନ କରିଥିଲେ l ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସମସ୍ତ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି । ଇଟିଭି ଭାରତ, ବରଗଡ଼

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.