ବିଶାଳ ପାଣି ଟାଙ୍କି ଉପରେ ଜାତୀୟ ପତାକା ଉଡାଇଲେ ରାହୁଲ ଗାନ୍ଧୀ - ପାଣିଟାଙ୍କି ଉପରେ ଚଢ଼ିଲେ ରାହୁଲ ଗାନ୍ଧୀ

🎬 Watch Now: Feature Video

thumbnail

By

Published : Oct 13, 2022, 11:04 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସର ଭାରତଯୋଡ଼ ଯାତ୍ରା ଜାରି ରହିଛି । ଏହି କ୍ରମରେ ଆଜି ଏକ ବିଶାଳ ପାଣି ଟାଙ୍କି ଉପରେ ଚଢ଼ି ଜାତୀୟ ପତାକା ଉଡ଼ାଇଛନ୍ତି । ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, ପ୍ରଦେଶ କଂଗ୍ରେସ ସଭାପତି ଡିକେ ଶିବକୁମାର ମଧ୍ୟ ପାଣି ଟାଙ୍କି ଉପରକୁ ଚଢ଼ିଥିଲେ । ଚିତ୍ରଦୁର୍ଗା ଜିଲ୍ଲାରେ ଗୁରୁବାର କଂଗ୍ରେସ ଭାରତଯୋଡ଼ ଯାତ୍ରା ପହଞ୍ଚିଥିଲା । ଏହାପରେ ସେଠାରେ ପାଣି ଟାଙ୍କି ଉପରେ ଜାତୀୟ ପତାକା ଉଡ଼ାଇଥିଲ ରାହୁଲ ଗାନ୍ଧୀ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.