ମାସ୍କ ପିନ୍ଧି ଚରଣାମୃତ ପାଇଲେ ଅଶୋକ ଗେହଲୋଟ, ଭିଡିଓ ଭାଇରାଲ - ମାସ୍କ୍ ପିନ୍ଧି ଚରଣାମୃତ ପାଇଲେ ଅଶୋକ ଗେହଲୋଟ
🎬 Watch Now: Feature Video

ରାଜସ୍ତାନ: ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କିଛି ଦିନ ପୂର୍ବରୁ ବାବା ରାମଦେବଙ୍କ ସମାଧୀସ୍ଥଳ ଦର୍ଶନ କରିବାକୁ ପୋଖରାନ ଯାଇଥିଲେ । ଏହି ସମୟରେ ସେ ମାସ୍କ ପିନ୍ଧି ଚରଣାମୃତ ପାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଲୋକ ଦେବତା ବାବା ରାମଦେବଙ୍କ ପୂଜାର୍ଚ୍ଚନା ପରେ ଅଶୋକ ଗେହଲୋଟଙ୍କୁ ଚରଣାମୃତ ଦିଆଯାଇଥିଲା । ସେହି ସମୟରେ ସେ ମାସ୍କ ପରିଧାନ କରି ଚରଣାମୃତ ପାଇଥିଲେ ।